ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ସୁଖ-ସମୃଦ୍ଧି ଓ ଧନ ପ୍ରାପ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି । ସେହିପରି ଧନ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ତାଙ୍କର ପୂଜା କରିବା ଲାଭଦାୟକ ହୋଇଥାଏ । ମାନ୍ୟତାଅନୁସାରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଏବଂ ଆରତୀ କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳ ବତ୍ତର ରହିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ ଯେଉଁ ବ୍ୟକ୍ତି ଆର୍ଥିକ ସମସ୍ୟାର ସମୁଖୀନ ହେଉଛନ୍ତି ସେମାନଙ୍କୁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍ ।
ଏହାସହିତ ଶୁକ୍ରବାର ଦିନ କେଉଁ କାମ କଲେ ମା ଲକ୍ଷ୍ମୀଙ୍କ କୃପା ବଳବତ୍ତର ରହିବ, ଆସନ୍ତୁ ଜାଣିବା ।